Spread the loveଓଡିଆ ସାମାଜିକ, ସଂସ୍କୃତିକ କଥାବସ୍ତୁ ସମ୍ବଳିତ ଓଡ଼ିଆ ଚଳଚିତ୍ର “ଜଗନ୍ନାଥ ଧାମ ପୁରୀ” ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବ । ଏହା ଏମ୍‌.ସି. ପ୍ରଡକସନ୍‌ର ପଞ୍ଚମ ଓଡ଼ିଆ ସିନେମା। ଏହି ସିନେମା ରେ... ଓଡିଆ ସାମାଜିକ, ସଂସ୍କୃତିକ କଥାବସ୍ତୁ ସମ୍ବଳିତ ଓଡ଼ିଆ ଚଳଚିତ୍ର “ଜଗନ୍ନାଥ ଧାମ ପୁରୀ” ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବ
Spread the love

ଓଡିଆ ସାମାଜିକ, ସଂସ୍କୃତିକ କଥାବସ୍ତୁ ସମ୍ବଳିତ ଓଡ଼ିଆ ଚଳଚିତ୍ର “ଜଗନ୍ନାଥ ଧାମ ପୁରୀ” ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବ । ଏହା ଏମ୍‌.ସି. ପ୍ରଡକସନ୍‌ର ପଞ୍ଚମ ଓଡ଼ିଆ ସିନେମା। ଏହି ସିନେମା ରେ ଓଡିଆ ଦର୍ଶକ ଓଡିଶା ସଂସ୍କୃତିର ନିଆରା ମଜା ଉଠେଇବେ

ଏହି ସିନେମାରେ ମୁଖ୍ୟ ଭୂମିକାରେ ଦେବଦତ୍ତ ସାହୁ ଥିବା ବେଳେ ନାୟିକା ଚରିତ୍ର ନିଭାଇଛନ୍ତି ରିତିକା ରଥ। ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ବିଜୟ ମହାନ୍ତି, ଦେବୀ ବାରିକ, ଦେବୁ ବ୍ରହ୍ମା, କୁମୁଦ ତ୍ରିପାଠୀ, ପ୍ରିୟ ସୁନ୍ଦର ମିଶ୍ର, ଥିନ୍‌, ସରୋଜିନୀ, ଗୋପାଳ ଶର୍ମା, ପ୍ରଣତି, ମାମା, ଜ୍ୟୋତି, ନୀତୁ, ହିମାଂଶୁ, ଏସ୍‌.କେ. ପଟ୍ଟନାୟକ, ଜୁଲି, ନୀରଦ ପରିଡା, ଚନ୍ଦ୍ରଶେଖର ଜେନା, ମହେଶ୍ୱର, ରିଣ୍ଟୁ, ଗୋପାଳ, ପୁନମ, ଟୁବୁ ଏବଂ ପି ଆଦ୍‌ ମିନି ପ୍ରମୁଖ।

ଜଗନ୍ନାଥ ଧାମ ପୁରୀ ର କାହାଣୀ, ଚିତ୍ରନାଟ୍ୟ, ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ନାରାୟଣ ଘଡେଇ । ସଂଳାପ ଲେଖିଛନ୍ତି ସତ୍ୟ ପ୍ରକାଶ। ବିଦ୍ୟୁତ୍‌ ରାୟ ଓ ହିମାଂଶୁ ଶେଖର ମହାନ୍ତି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ସଚ୍ଚି ମହାନ୍ତି ଓ ସମିତ୍‌ । କୁମାର ବାପି, ଗୌତମ ଗିରି, ଅନୁ ସିଂହ, ଅଭିପ୍‌ସା, ସୌରଭ ଏବଂ ଏସ୍‌.କେ ପଟ୍ଟନାୟକ ଭଳି ସୁନାମଧନ୍ୟ କଣ୍ଠଶିଳ୍ପୀ ମାନେ ଏଥିରେ କଣ୍ଠଦାନ କରିଛନ୍ତି ।

ଏହାର ନିର୍ମାଣ କାର୍ଯ୍ୟ ଶେଷ ହେଇଥିବାବେଳେ ଅନ୍ୟାନ୍ୟ କାର୍ଯ୍ୟ ଚାଲୁ ରହିଛି । ଖୁବ ଶୀଘ୍ର ପରଦା ଉପରେ ଏହା ଦେଖାଦେବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

ଓଡିଆ ସାମାଜିକ, ସଂସ୍କୃତିକ କଥାବସ୍ତୁ ସମ୍ବଳିତ ଓଡ଼ିଆ ଚଳଚିତ୍ର “ଜଗନ୍ନାଥ ଧାମ ପୁରୀ” ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବ

ପଢନ୍ତୁ, ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା ଦାଶ ଙ୍କ ନିଆରା କୁମାରପୂର୍ଣ୍ଣିମା ପାଳନ

No comments so far.

Be first to leave comment below.

Your email address will not be published. Required fields are marked *

Blowjob
Creampie
Orgy
Anal
Anal
Orgy
Anal
Threesome
Creampie
Orgy
Anal