Spread the loveଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ ଗତ ସୋମବାର ଦିନ ତୁର୍କମେନିସ୍ତାନର ଅସଗାବାତ୍‌ରେ ଚାଲିଥିବା ପଞ୍ଚମ ଏସୀୟ ଇନ୍‌ଡୋର୍‌ ଦୌଡ଼କୁଦ ଏବଂ ସାମରିକ କଳା କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।... ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ ଏସୀୟ ଇନ୍‌ଡୋର୍‌ ଦୌଡ଼କୁଦରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି
Spread the love

ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ ଗତ ସୋମବାର ଦିନ ତୁର୍କମେନିସ୍ତାନର ଅସଗାବାତ୍‌ରେ ଚାଲିଥିବା ପଞ୍ଚମ ଏସୀୟ ଇନ୍‌ଡୋର୍‌ ଦୌଡ଼କୁଦ ଏବଂ ସାମରିକ କଳା କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସୋମବାର ପୂର୍ଣ୍ଣିମା ୬୦ ମିଟର୍‌ ବାଧାଦୌଡ଼, ହାଇଜମ୍ପ୍‌, ସଟ୍‌ପୁଟ୍‌, ଲଙ୍ଗ୍‌ ଜମ୍ପ୍‌ ଏବଂ ୮୦୦ ମିଟର୍‌ ଦୌଡ଼ରେ ନିଜ ଶ୍ରେଷ୍ଠତ୍ୱ ଜାହିର କରି ଭାରତକୁ ଏକମାତ୍ର ସ୍ୱର୍ଣ୍ଣ ପଦକ ଦେଇଥିଲେ।

ହେମ୍ବ୍ରମ୍‌  ସର୍ବୋମୋଟ ୪୦୬୨ ନମ୍ବର ସହ ବିଜେତା ଭାବେ ରାଉଣ୍ଡ ଶେଷ କରିଥିଲେ । ତାଙ୍କ ସହ ଥାଇଲାଣ୍ଡ ର ୱିନଥ ୱୋରତଫ ବସାନା ୩୯୧୫ ନମ୍ବର ଓ ସୁନିଶା କୌଟଶିମୁଏଙ୍ଗା ୩୦୯୩ ନମ୍ବର ସହ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି ।

ଭୁବନେଶ୍ୱରରେ ଚଳିତ ଜୁଲାଇ ମାସରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୨୨ତମ ଏସୀୟ ଦୌଡ଼କୁଦରେ ହେପ୍ଟାଥଲନ୍‌ରେ ହେମ୍ବ୍ରମ୍‌  କାଂସ୍ୟ ପଦକ ଜିତି । ପାଇଁଆବ ଆଣିଥିଲେ ।

ଓଡ଼ିଆ  ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ ଏସୀୟ ଇନ୍‌ଡୋର୍‌ ଦୌଡ଼କୁଦରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି

ରେଳ ଦୁର୍ଘଟଣା ଓ ଯାତ୍ରୀ ମାନଙ୍କ ସୁରକ୍ଷା ନିମିତ ରେଳମନ୍ତ୍ରୀ ପୀୟୂଷ ଗୋୟାଲଙ୍କ ନିସ୍ପତି ବିଷୟରେ ଜାଣନ୍ତୁ

No comments so far.

Be first to leave comment below.

Your email address will not be published. Required fields are marked *