Spread the loveସୁଖ ଶାନ୍ତିରେ ରହିବ ପାଇଁ ପଇସାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ପଇସା ଥିଲେ ଆପଣ ପ୍ରାୟ ସବୁ ଖୁସି ପାଇପାରିବେ । ମାତ୍ର ବେଳେ ଯେତେ ରୋଜଗାର କଲେ... ପ୍ରଚୁର ପଇସା ରୋଜଗାର କରିବା ପରେ ବି ଘରେ ସୁଖ ଶାନ୍ତି ନାହିଁ , ଜାଣନ୍ତୁ ଏପରି କାହିଁକି ହୁଏ
Spread the love

ସୁଖ ଶାନ୍ତିରେ ରହିବ ପାଇଁ ପଇସାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ପଇସା ଥିଲେ ଆପଣ ପ୍ରାୟ ସବୁ ଖୁସି ପାଇପାରିବେ । ମାତ୍ର ବେଳେ ଯେତେ ରୋଜଗାର କଲେ ବି ଆପଣ ତା ବିନିମୟରେ ସୁଖ କିଣିପାରନ୍ତି ନାହିଁ । ଘରେ ସବୁବେଳେ ଅଶାନ୍ତି ଲାଗିରହେ । ଅପଙ୍କ ଠାରୁ କମ ରୋଜଗାର କରୁଥିବା ଆପଣଙ୍କ ପଡୋଶୀ ଆପଣଙ୍କ ଠାରୁ ବେଶୀ ସୁଖ ଶାନ୍ତିରେ ରହୁଥିବେ । ଏପରି କାହିଁକି ହେଉଛି , ଏ ନେଇ ଆପଣଙ୍କ ମନରେ ବହୁତ ପ୍ରଶ୍ନ ଉଠୁଥିବ । କୁହାଯାଏ ଏସବୁ ବାସ୍ତୁଦୋଷର କୁପ୍ରଭାବ। ଯଦି ଏମିତି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତେବେ ନିଜ ଘରର ବାସ୍ତୁ ନେଇ ଟିକେ ଯାଂଚ କରନ୍ତୁ ନିରାକରଣ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ।

  • ଘରର କବାଟ ଯଦି ଖୋଲିବା ବେଳେ ଶବ୍ଦ କରିଥାଏ, ଚଟଣାରେ ଘଷି ହୋଇ ଖୋଲୁଥାଏ ବାସ୍ତୁବିଜ୍ଞାନ ଅନୁସାରେ ଧ୍ୱନିୱେଦ ବୋଲି କୁହାଯାଇଥାଏ। ଏହି କାରଣରୁ ଘରକୁ ବିଭିନ୍ନ ସମସ୍ୟା ଆସିଥାଏ। ଟଙ୍କା ପଇସାର ଅଭାବ ଲାଗି ରହିଥାଏ ଓ ଘର ଲୋକେ ସବୁବେଳେ ଅସୁସ୍ଥ ରହିଥାନ୍ତି।
  • ବାସ୍ତୁଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ପାଣି ଟାଙ୍କି ଉତ୍ତର ଦିଗରେ ରଖିବା ଅନୁଚିତ। ଏହା ଦ୍ୱାରା ଘରକୁ ବିଭିନ୍ନ ସମସ୍ୟା ଆସିଥାଏ।
  • ଅନେକ ଲୋକ ବାହାରେ ପାଣି ଟ୍ୟାପ୍‌ ଲଗାଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଦୋଷପୂର୍ଣ୍ଣ । ଏଭଳି ପରିବାରର ସନ୍ତାନମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଇଥାଏ।
  • ଘରର ମୁଖ୍ୟ ଦ୍ୱାର ନିକଟରେ ବିଜୁଳି ଖୁଣ୍ଟ ରହିଲେ ଘରର କ୍ଷତି ହୋଇଥାଏ। ଏହା ପରିବାରରେ ମତଭେଦ ସୃଷ୍ଟି କରିଥାଏ। ଘରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ।

ପ୍ରଚୁର ପଇସା ରୋଜଗାର କରିବା ପରେ ବି ଘରେ ସୁଖ ଶାନ୍ତି ନାହିଁ , ଜାଣନ୍ତୁ ଏପରି କାହିଁକି ହୁଏ

ପଢନ୍ତୁ, ଓଜନ ବଢିଯାଉଛି , କେଶ ଝଡୁଛି ଓ କ୍ୟାନସର ଭୟ ମଧ୍ୟ ରହିଛି ? ଟ୍ରାଏ କରନ୍ତୁ ଏହି ପରିବା

Your email address will not be published. Required fields are marked *