• Home
  • LIFESTYLE
  • ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା
LIFESTYLE

ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା

ନିତ୍ୟବ୍ୟବହାର୍ଜ୍ୟ ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା:

ପ୍ଲାଷ୍ଟିକ ବୋତଲରେ  ପାଣି ପିଇବା ଦ୍ଵାରା ଶରୀରରେ ରକ୍ତଚାପ ବୃଦ୍ଧି ପାଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ପ୍ଲାଷ୍ଟିକ ବୋତଲରେ  ଥିବା ଏକ ରାସାୟନିକ ପଦାର୍ଥ ଯାହା ଆମେ ପିଇବା ସମୟରେ ଶରୀରକୁ ଯାଇ ରକ୍ତଚାପ ବୃଦ୍ଧି କରେ ।

ସାଧାରଣତଃ ପ୍ଲାଷ୍ଟିକ ବୋତଲ ଓ ପ୍ଲାଷ୍ଟିକ ବୋତଲରେ ବନ୍ଧାଯାଇଥିବା ଖାଦ୍ୟ ଓ ପାନୀୟରେ ବାୟୋଫିନଲ ନାମକ ଏକ ରାସାୟନିକ ପଦାର୍ଥ ଯାହା ଆମ ପେଟକୁ ଯିବାଦ୍ଵାରା ହୃତପିଣ୍ଡ ଉପରେ ମଧ୍ୟ ପ୍ରଭାବ ପକାଏ ।

ପ୍ଲାଷ୍ଟିକ ବୋତଲରେ ପାଣି ପିଇଲେ ଏହା ଶରୀର ପାଇଁ ହାନିକାରକ ହେବା ସହ ରକ୍ତଚାପ ପରିମାଣକୁ ୧୬ ଗୁଣା ବଢାଉଥିବା ଅଧ୍ୟୟନରୁ ଜଣାପଡିଛି । ବିଶେଷ କରି ଉଚ୍ଚରକ୍ତଚାପ ଓ ହୃଦରୋଗୀ ପ୍ଲାଷ୍ଟିକ ବୋତଲ ବା ଡବାରେ ବନ୍ଧାଯାଇଥିବା ଖାଦ୍ୟ ଓ ପାନୀୟ ଠାରୁ ଦୂରେଇ ରହିବା ଦରକାର ।

ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା  ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା

ପଢନ୍ତୁ, ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ’ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ

Related posts

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ଜୁସ୍‌, ଦୂର ହେବ ଅନେକ ସମସ୍ୟା

ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା

Krishna Kumar Manoj

ବିିବାହ ଦିନରେ ତ୍ୱଚାକୁ ସୁନ୍ଦର ଓ କୋମଳ କରିବାକୁ ଚାହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More