LIFESTYLE

ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ରକ୍ତର ଅଭାବ ଦେଖାଯାଇଥାଏ। ରକ୍ତର ଅଭାବ ଯୋଗୁଁ ଏନେମିୟା ଭଳି ସମସ୍ୟା ହୋଇଥାଏ। ଠିକ୍‌ ଭାବରେ ଖାଦ୍ୟ ଗ୍ରହଣ ନ କରିବା ଏହାର ଏକ ମୁଖ୍ୟ କାରଣ। ରକ୍ତ ଅଭାବ ପାଇଁ ରୋଗ ପ୍ରତିରୋଧକ କ୍ଷମତା ବି କମ୍‌ ହୋଇଥାଏ। ଆସନ୍ତୁ କିଭଳି ଏହି ସମସ୍ୟାକୁ ଦୂର କରିପାରିବା ସେ ବିଷୟରେ ଜାଣିବା।

ଶରୀରରେ ରକ୍ତର ଅଭାବ ଦୂର ପାଇଁ କିଛି ଟିପ୍ସ

ଲୁଣ ଓ ରସୁଣ ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ। ପୁଣି ଯେଉଁମାନଙ୍କର ରକ୍ତରେ ପ୍ଲେଟଲେଟ୍‌ସର ଅଭାବ ହୋଇଥାଏ, ସେମାନେ ଲୁଣ ଏବଂ ରସୁଣ ଖାଇବା ଉଚିତ୍‌। ଡାଳଚିନିକୁ ସିଝେଇ ଚା’ ସହିତ ପିଅନ୍ତୁ। ଫଳରେ ରକ୍ତ ହେବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

ଦିନରେ ତିନି ଥର ପାଳଙ୍ଗ ଜୁସ୍‌ ପିଅନ୍ତୁ। ପାଳଙ୍ଗ ରେ ଭିଟାମିନ୍‌ ଏ, ଭିଟାମିନ୍‌ ସି ବ୍ୟତୀତ ପ୍ରୋଟିନ୍‌, ସୋଡିୟମ୍‌, କ୍ୟାଲେସିୟମ୍‌ , କ୍ଲୋରିନ୍‌ ଫାଇବର୍‌ ପ୍ରଚୁର ପରିମାଣରେ ଥାଏ।

ପାଣି ସିଙ୍ଗଡାରେ ପ୍ରୋଟିନ୍‌, ଖଣିଜ ପଦାର୍ଥ, କାର୍ବୋହାଇଡ୍ରେଟ୍‌ ଆଦି ପ୍ରଚୁର ପରିମାଣରେ ଥାଏ ।ଏହାକୁ ଖାଇବା ଦ୍ଵାରା ଶରୀରରେ ରକ୍ତର ଅଭାବ ଦେଖା ଯାଇନଥାଏ ।

ମକାକୁ ସିଝେଇ ଖାଆନ୍ତୁ । ଟମାଟୋ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦେଖାଯାଇନଥାଏ ।ଅଁଳା ରସକୁ ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦେଖାଯାଇ ନ ଥାଏ ।

 

ପଢନ୍ତୁ ;

ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଅର୍ଥକୁ କିପରି ସୁରକ୍ଷିତ ରଖିବେ

 

Related posts

ହୃଦଘାତ ଆଶଙ୍କାକୁ କମ୍ କରେ ପିଆଜ ଚୋପା,ଆସନ୍ତୁ ଜାଣିବା

ENO Beuro

ନିୟମିତ ଲେମ୍ବୁପାଣି ପିଉଛନ୍ତି କି? ସାବଧାନ! ନଚେତ ପଡ଼ିପାରନ୍ତି ଅସୁବିଧାରେ

ENO Beuro

ଅଧିକ ଲୁଣ ଖାଉଛନ୍ତି କି? ଜାଣିରଖନ୍ତୁ ପ୍ରତିଦିନ କେତେ ଲୁଣ ଖାଇବା ଶରୀର ପାଇଁ ଭଲ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More