Spread the love୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ “ଆଦିବାସୀ ବିକାଶ ପରିଷଦ” ଗଠନ କରିବେ ବୋଲି ଓଡିଶା ସରକାର ମତ ବ୍ୟକ୍ତ କରିଛନ୍ତି । ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା,... ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ “ଆଦିବାସୀ ବିକାଶ ପରିଷଦ” ଗଠନ କରିବେ ଓଡିଶା ସରକାର
Spread the love

୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ “ଆଦିବାସୀ ବିକାଶ ପରିଷଦ” ଗଠନ କରିବେ ବୋଲି ଓଡିଶା ସରକାର ମତ ବ୍ୟକ୍ତ କରିଛନ୍ତି । ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଭଳି ଜିଲ୍ଲା ଗୁଡିକରେ ଗଠନ ହେବ ବିକାଶ ପରିଷଦ, ଯେଉଁଠି ୫୦ ପ୍ରତିଶତ ରୁ ଅଧିକ ଆଦିବାସୀ ରହୁଛନ୍ତି ।

ଆଦିବାସୀ ସମାଜର ପ୍ରଚାର, ସେମାନଙ୍କୁ ସ୍ଵଦେଶୀ ଜ୍ଞାନ କୌଶଳର ଶିକ୍ଷା , ସଂସ୍କୃତି, ଐତିହ୍ୟ, ସେମାଙ୍କର ଭାଷା ଓ ପ୍ରତ୍ୟେକ ଅନୁସୂଚିତ ଜନଜାତିର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବା ଏହି ପରିଷଦ ର ମୁଖ୍ୟ ଉଦେଶ୍ୟ ହେବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ କୁ ୧.୫ କୋଟି ଟଙ୍କାର ଅନୁଦାନ ସହାୟତା ପ୍ରଦାନ କରିଯିବ । ଏହି କାର୍ଯ୍ୟ ପାଇଁ ବର୍ଷକୁ ସର୍ବୋମୋଟ ୭୫୦.୫୦କୋଟି ଟଙ୍କା ଖର୍ଚ କରାଯିବ ।

ପ୍ରତ୍ୟେକ ବିଶେଷ ବିକାଶ କାର୍ଜ୍ୟାଳୟ ଗୁଡିକ ଜିଲ୍ଲା କାର୍ଜ୍ୟାଳୟ ଅଧୀନରେ ରହିବ । କାଉନସିଲର ଅଧ୍ୟକ୍ଷ ଜଣେ ଅନୁସୂଚିତ ଜନଜାତିର ହିଁ ରହିବେ। ନିଯୁକ୍ତ ଅଧ୍ୟକ୍ଷଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ।

୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ "ଆଦିବାସୀ ବିକାଶ ପରିଷଦ" ଗଠନ କରିବେ ଓଡିଶା ସରକାର ସିବିଆଇ ବିରୋଧରେ ଜନସ୍ୱାର୍ଥ ମାମଲା, ଅଧରାତିରେ ପଶିଥିଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କ ଘରେ

No comments so far.

Be first to leave comment below.

Your email address will not be published. Required fields are marked *