ସମ୍ବିତ ଆଚାର୍ଯ୍ୟ ଓ ଅଙ୍କିତାଙ୍କ ଜବରଦସ୍ତ ପ୍ରେମ କାହାଣୀ – ମନ ଖାଲି ତତେ ଚାହେଁ
ଓଡିଆ ଆଲବମ ଜଗତରୁ ଯାତ୍ରା ଆରାମ୍ଭ କରିଥିବା ସମ୍ବିତ ଆଚାର୍ଯ୍ୟ, ବର୍ତ୍ତମାନ ଓଲିଉଡର ଜଣେ ବହୁ ଜଣାଶୁଣା ନାୟକ  । ଅଙ୍କିତା ନୂଆ ହେଲେ ମଧ୍ୟ ଦର୍ଶକଙ୍କ ନିକଟରେ ବେଶ ପରିଚିତ ।  ଦର୍ଶକେ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇବେ, ତାହା ହେଲା “ମନ ଖାଲି ତତେ ଚାହେଁ” । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା । ଏହି... Read more
ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି “ମନ ଖାଲି ତତେ ଚାହେଁ”
ସିନେମା ପ୍ରେମୀମାନେ ଓଡିଆ ର ବେଶ ଜଣାଶୁଣା ନାୟକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଏକ ନୂଆ ସିନେମା “ମନ ଖାଲି ତତେ ଚାହେଁ” ରେ ଦେଖିବାକୁ ପାଇବେ।   ନିମାଇଁ ଓଝା ଙ୍କ ଦ୍ଵାରା ନିର୍ଦେଶିତ ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ  ପ୍ରେମ କାହାଣୀ ଦେଖିବାକୁ ମିଳିବ । ବିଶେଷ ସୂତ୍ରରୁ କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି  ଯେମିତି ଦମଦାର୍‌, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି... Read more