ଅନୁଭବ ପୁଣି ଏକ ଭିର୍ଣ୍ଣ ଅବତାରରେ ଆସୁଛନ୍ତି – ନିର୍ମାଣଧୀନ ଓଡିଆ ଛବି “କାବୁଲା ବାରବୁଲା, ସର୍ଚ୍ଚିଂ ଲୈଲା”
ବହୁତ ଲୋକପ୍ରିୟ କଳାକାର ଙ୍କୁ ନେଇ ବହୁ ଚର୍ଚିତ ଓଡିଆ ଛବି ପ୍ରସ୍ତୁତ କରାଯାଇଛି । ଏମିତି ବି ବହୁ ସିନେମା ଅଛି ଯେଉଟା ହେବାର ପ୍ରଯୋଜନା ହେଇକି ମଧ୍ୟ କାମ ଆଗେଇ ପାରି ନାହିଁ । ସେହିପରି ଏମିତି କିଛି ଲୋକପ୍ରିୟ ଟାଇଟଲ୍‌ ଅଛି ଯାହାକୁ ନେଇ ଅତୀତରେ ଫିଲ୍ମ ନିର୍ମାଣର ପ୍ରୟାସ ହୋଇଛି, ହେଲେ ତାହା ସମ୍ଭବ ହୋଇପାରିନାହିଁ। ଏମିତି ଏକ ଟାଇଟଲ୍‌ ହେଲା ‘ବାବୁଲା... Read more
ଅନୁଭବ ଓ ଏଲିନା ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି, ନୂଆ ସିନେମା “କାବୁଲା ବାରବୁଲା – ସର୍ଚ୍ଚିଂ ଲୈଲା” ସହିତ
ଅନୁଭବ ମହାନ୍ତି  ଓ ଏଲିନା ସାମନ୍ତରାୟ ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି। ହଁ, ଏହି ଯୋଡିଙ୍କର ଆଗାମୀ ଓଡ଼ିଆ ସିନେମା ହେଲା କାବୁଲା ବାରବୁଲା  – ସର୍ଚ୍ଚିଂ ଲୈଲା। ଏହା ଏକ ରୋମାଣ୍ଟିକ୍‌ କମେଡି ବୋଲି ଜଣାଯାଇଛି। ଏଥିରେ ଅନୁଭବଙ୍କୁ ଜଣେ ଅଧାପାଠୁଆ ଯୁବକ ଭୂମିକାରେ ଦେଖିବାକୁ ମିଳିବ ଓ ଏଲିନା ବନିଛନ୍ତି ଜଣେ ଉଚ୍ଚଶିକ୍ଷିତା। ଉଭୟଙ୍କର ପ୍ରେମକାହାଣୀକୁ ନେଇ ନିର୍ମିତ ହେଉଛି ସିନେମା ‘କାବୁଲା ବାରବୁଲା, ସର୍ଚ୍ଚିଂ... Read more