ଅରିନ୍ଦମ ରାୟ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡି ପୁଣି ଥରେ ପରଦା ଉପରକୁ ଆସୁଛି
ଅରିନ୍ଦମ ରାୟ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡି ପୁଣି ଥରେ ପରଦା ଉପରକୁ ଆସୁଛି । ଦର୍ଶକ ଙ୍କୁ ପୁଣି ଏକ ନୂଆ ସିନେମା ଭେଟି ଦବାର ପ୍ରୟାଶ କରିଛନ୍ତି ଏହି ସୁପର ହିଟ ଯୋଡି । ଏହା ତାଙ୍କର ଚତୁର୍ଥ ନମ୍ବର ସିନେମା। ଅରିନ୍ଦମ୍‌-ଅର୍ଚ୍ଚିତା ଯୋଡିକୁ ଦର୍ଶକ ପ୍ରଥମ ଥରଲାଗି ‘ତୋ’ ପାଇଁ ନେବି ମୁଁ ଶହେ ଜନମ’ରେ ଦେଖିବାକୁ ପାଇଥିଲେ । ଏହା ହିଟ୍‌ ହୋଇଥିଲା।ତାପରେ ପୁଣି... Read more