ବହୁଚର୍ଚ୍ଚିତ ଆରୁଷି ତଲଓ୍ଵାର ହତ୍ୟା ମାମଲାରେ ତଲଓ୍ଵାର ଦମ୍ପତି ହେଲେ ଦୋଷ ମୁକ୍ତ
ବହୁଚର୍ଚ୍ଚିତ ଆରୁଷି ତଲଓ୍ଵାର ହତ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ତଲଓ୍ଵାର ଦମ୍ପତିଙ୍କୁ ଦୋଷମୁକ୍ତ କରିଛନ୍ତି। ଏଥି ସହ କୋର୍ଟ ଦମ୍ପତ୍ତିଙ୍କୁ ତୁରନ୍ତ ଜେଲରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତି ପରେ ତଲଓ୍ଵାର ଦମ୍ପତ୍ତିଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ୨୦୧୩ ନଭେମ୍ବର ୨୬ରେ ରାଜେଶ ଓ ନୂପୁର ତଲଓ୍ଵାରଙ୍କୁ ତାଙ୍କ ଝିଅ ଆରୁଷି ଏବୋଂ ସେବାୟତ ହେମରାଜଙ୍କ ହତ୍ୟା ମାମଲାରେ ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ... Read more