ବହୁଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ତଲୱାର ଦମ୍ପତ୍ତିଙ୍କ ଆବେଦନ ଉପରେ ଆଜି ଶୁଣାଣି
ନୋଏଡାର ବହୁଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ଆଜି (ଗୁରବାର) ଆହ୍ଲାବାଦ ହାଇକୋର୍ଟ ରାଜଶେ ତଲୱାଲ ଓ ନୂପୁର ତଲୱାରଙ୍କ ଆବେଦନ ଉପରେ ଶୁଣାଣି କରିପାରନ୍ତି । ତଲୱାର ଦମ୍ପତ୍ତି ଗାଜିଆବାଦ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ଏମାନେ ହାଇକୋର୍ଟରେ ଆବେଦନ କରିଥିଲେ ।  ଗାଜିଆବାଦସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତ ଆରୁଷି ହତ୍ୟାକାଣ୍ଡରେ ୨୦୧୩ ନଭେମ୍ବର ୨୬ରେ ଆରୁଷିଙ୍କ ପିତା ରାଜେଶ ଓ ମାତା ନୂପୁରଙ୍କୁ ଆଜୀବନ କାରାଦଣ୍ଡ... Read more