ଆଶିଷ କୁମାର ଦାସ ବା ଆପଣଙ୍କର ଅତି ପ୍ରିୟ ମିଷ୍ଟର ଗୁଲୁଆ ଙ୍କ ବିଷୟରେ କିଛି କଥା
ଆଶିଷ କୁମାର ଦାସ, କିନ୍ତୁ ଆପଣମାନଙ୍କ ନିକଟରେ ସେ ଅତି ପ୍ରିୟ ମିଷ୍ଟର ଗୁଲୁଆ ରୂପେ ପରିଚିତ । ଅଭିନୟ ପ୍ରତି ପିଲାବେଳୁ ଆଗ୍ରହୀ ଥିବା ଆଶିଷ ଙ୍କର ପରିବାରରୁ କେହି ଜଣେ ହେଲେ ମଧ୍ୟ ଅଭିନୟ ପ୍ରତି ଅବଗତ ନୁହନ୍ତି । ଯଦି ସେ ଏଠି ଏତେ ବାଟରେ ଆସି ପହଞ୍ଚି ପାରିଛନ୍ତି ତେବେ ଏହା ତାଙ୍କର ଅତ୍ୟଧିକା ସାଧନା ଓ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ସମ୍ଭବ... Read more