ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ, ଶେଷରେ ସବ୍ୟସାଚୀ ମିଶ୍ର ଓ ଏଲିନା ସାମନ୍ତରାୟ ପରଦାରେ ଏକାଠି
ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ସବ୍ୟସାଚୀ ମିଶ୍ର ଓ ଏଲିନା ସାମନ୍ତରାୟ ଏକାଠି, ଲୋକପ୍ରିୟ ସାର୍ଥକ ମ୍ୟୁଜିକ ବ୍ୟାନରର ଆଗାମୀ ସିନେମାରେ ଅଭିନୟ କରିବେ । ଏହା ସାର୍ଥକର ୨୩ ତମ ସିନେମା । ଏହି ସିନେମାରେ ସବ୍ୟସାଚୀ, ଏଲିନା ଏବୋଂ ପପୁ ପମ ପମ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ । ସିନେମାର ଟାଇଟଲ ଏପର୍ଜ୍ୟନ୍ତ ଘୋଷଣା କରାଯାଇନାହିଂ । ସୀତାରାମ ଅଗରୱାଲ ଏହି... Read more
ଆସନ୍ତା ୮ ତାରିଖରେ ମୁକ୍ତିଲାଭ କରିବ ଦୁଇଟି ଓଡିଆ ସିନେମା, ମୁଁ ଖାଣ୍ଟି ଓଡିଆ ଝିଅ ଓ ଭୈରବ
ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଦୁଇଟି ବହୁ ଚର୍ଚିତ ଓଡିଆ ସିନେମା ଆସନ୍ତା ୮ ତାରିଖରେ ପରଦା ଉପରକୁ ଆସୁଛି । ଏଥିମଧ୍ୟରୁ ଗୋଟିଏ ହେଲା ଏଲିନାଙ୍କ  ମୁଁ ଖାଣ୍ଟି ଓଡିଆ ଝିଅ ଓ ଅନ୍ୟଟି ପପୁ ପମ ପମଙ୍କ ଭୈରବ । ବହୁ ପ୍ରତୀକ୍ଷିତ ମୁଁ ଖାଣ୍ଟି ଓଡିଆ ଝିଅ ଫିଲ୍ମର ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ । ତାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ନବାଗତ ଅଭିନେତା ରଣବୀର।... Read more
ଅନୁଭବ ପୁଣି ଏକ ଭିର୍ଣ୍ଣ ଅବତାରରେ ଆସୁଛନ୍ତି – ନିର୍ମାଣଧୀନ ଓଡିଆ ଛବି “କାବୁଲା ବାରବୁଲା, ସର୍ଚ୍ଚିଂ ଲୈଲା”
ବହୁତ ଲୋକପ୍ରିୟ କଳାକାର ଙ୍କୁ ନେଇ ବହୁ ଚର୍ଚିତ ଓଡିଆ ଛବି ପ୍ରସ୍ତୁତ କରାଯାଇଛି । ଏମିତି ବି ବହୁ ସିନେମା ଅଛି ଯେଉଟା ହେବାର ପ୍ରଯୋଜନା ହେଇକି ମଧ୍ୟ କାମ ଆଗେଇ ପାରି ନାହିଁ । ସେହିପରି ଏମିତି କିଛି ଲୋକପ୍ରିୟ ଟାଇଟଲ୍‌ ଅଛି ଯାହାକୁ ନେଇ ଅତୀତରେ ଫିଲ୍ମ ନିର୍ମାଣର ପ୍ରୟାସ ହୋଇଛି, ହେଲେ ତାହା ସମ୍ଭବ ହୋଇପାରିନାହିଁ। ଏମିତି ଏକ ଟାଇଟଲ୍‌ ହେଲା ‘ବାବୁଲା... Read more
ଅନୁଭବ ଓ ଏଲିନା ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି, ନୂଆ ସିନେମା “କାବୁଲା ବାରବୁଲା – ସର୍ଚ୍ଚିଂ ଲୈଲା” ସହିତ
ଅନୁଭବ ମହାନ୍ତି  ଓ ଏଲିନା ସାମନ୍ତରାୟ ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି। ହଁ, ଏହି ଯୋଡିଙ୍କର ଆଗାମୀ ଓଡ଼ିଆ ସିନେମା ହେଲା କାବୁଲା ବାରବୁଲା  – ସର୍ଚ୍ଚିଂ ଲୈଲା। ଏହା ଏକ ରୋମାଣ୍ଟିକ୍‌ କମେଡି ବୋଲି ଜଣାଯାଇଛି। ଏଥିରେ ଅନୁଭବଙ୍କୁ ଜଣେ ଅଧାପାଠୁଆ ଯୁବକ ଭୂମିକାରେ ଦେଖିବାକୁ ମିଳିବ ଓ ଏଲିନା ବନିଛନ୍ତି ଜଣେ ଉଚ୍ଚଶିକ୍ଷିତା। ଉଭୟଙ୍କର ପ୍ରେମକାହାଣୀକୁ ନେଇ ନିର୍ମିତ ହେଉଛି ସିନେମା ‘କାବୁଲା ବାରବୁଲା, ସର୍ଚ୍ଚିଂ... Read more