ପଶୁପକ୍ଷୀ ଙ୍କୁ ପାଳିଲେ କିମ୍ବା ଖାଇବାକୁ ଦେଲେ ମିଳିଥାଏ ନକାରାତ୍ମକ ଶକ୍ତିରୁ ମୁକ୍ତି , କିପରି ଆସନ୍ତୁ ଜାଣିବା
ଅନେକ ଲୋକ ପଶୁପକ୍ଷୀ ପ୍ରେମୀ ହୋଇଥାନ୍ତି । କିଛି ଲୋକ ଘରେ ପଶୁପକ୍ଷୀ ପାଳନ୍ତି , ଆଉ କିଛି ଲୋକ ଘରେ ନ ପାଳିଲେ ବି ବାହାରେ ଖାଇବାକୁ ଦିଅନ୍ତି । ଏହି ପଶୁପକ୍ଷୀ ଆମ ଦୈନନ୍ଦିନ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାନ୍ତି। ହିନ୍ଦୁ ଶାସ୍ତ୍ର ମତରେ ଏମାନେ କୌଣସି ଅଘଟଣର ପୂର୍ବ ସୂଚନା ପାଇଯାଇଥାନ୍ତି । କାରଣ  ପଶୁପକ୍ଷୀଙ୍କ ନିକଟରେ ନକାରାତ୍ମକ ଶକ୍ତିକୁ ଚିହ୍ନିବା ଶକ୍ତି... Read more