ଘରେ ଝିିଟିପିଟି, ଅସରପା, ମାଛି, ମଶା ଓ ଜୀବାଣୁ ଙ୍କ ଠାରୁ ରକ୍ଷା ପାଇବାପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ
ଘରେ ଝିିଟିପିଟି, ଅସରପା, ମାଛି, ମଶା ଓ ଜୀବାଣୁ ଙ୍କ ଠାରୁ ରକ୍ଷା ପାଇବାପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ । ଘରେ ବିଷାକ୍ତ ରସାୟନ ବଦଳରେ ପ୍ରାକୃତିକ ଉପାୟ ଆପଣାନ୍ତୁ । • ଅଣ୍ଡାର ଖୋଳପାକୁ କିଛି ଉଚ୍ଚରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଅଣ୍ଡା ଗନ୍ଧରେ ଝିିଟିପିଟି ଦୂରକୁ ପଳାନ୍ତି । • ଘରେ ମୂଷାର ଉପଦ୍ରବରୁ ରକ୍ଷା ପାଇବା ପାଇଁ ଚାହୁଁଥିଲେ... Read more