ଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ, ରେଡ଼ିଓ ଚକୋଲେଟ୍ ଏଫଏମ ଆଣିଛି ସୁଯୋଗ
ଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ । ଓଡ଼ିଶାର ଅଗ୍ରଣୀ ଏଫଏମ୍ ଷ୍ଟେସନ୍, ରେଡ଼ିଓ ଚକୋଲେଟ୍ ୧୦୪ ଏଫଏମ ଆଣିଛି ଏହି ସୁଯୋଗ । ରେଡ଼ିଓ ଚକୋଲେଟ୍ ଏକ ଚକୋଲେଟ୍ ମ୍ୟୁଜିକ୍ ଆୱାର୍ଡ଼ କାର୍ଯ୍ୟକ୍ରମ ଆୟୋଜିତ କରୁଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ଏଭଳି ଏକ କାର୍ଯ୍ୟକ୍ରମ । ନଭେମ୍ବର ୧୮ ତାରିଖରେ ଭୁବନେଶ୍ୱରରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବ ଚକୋଲେଟ୍... Read more