ଜିନା ସାମଲଙ୍କ ସ୍ଵୟଂବର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ମିଳିଗଲା ତାଙ୍କ ଜୀବନ ସାଥି
ଅଭିନେତ୍ରୀ ଜିନା ସାମଲଙ୍କ ସ୍ଵୟଂବର କୁ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ପଡିଲା ପୂର୍ଣ୍ଣଛେଦ । ଶେଷରେ ଜିନାଙ୍କୁ ମିଳିଗଲା ତାଙ୍କ ଜୀବନ ସାଥି । ଯିଏ ତାଙ୍କର ହେବ ସୁଖଦୁଃଖର ସାଥି ଓ ଅତି ଆପଣାର ମଣିଷ । ତରଙ୍ଗ ଟିଭିରେ ରିଆଲିଟି ସୋ “ଜିନାର ଜୀବନସାଥୀ” ରେ ଏକ ସ୍ଵୟଂବର ମାଧ୍ୟମରେ ଜିନା ଖୋଜୁଥିଲେ ତାଙ୍କ ଜୀବନସାଥୀ । ଶେଷରେ ସେ ୧୦ ଜଣ ପ୍ରତିଯ଼ୋଗୀଙ୍କ... Read more