ଜିନା ସାମଲଙ୍କ ସ୍ଵୟଂବରକୁ ନେଇ ତରଙ୍ଗ ଟିଭିରେ ନୂଆ ରିଆଲିଟି ସୋ “ଜିନାର ଜୀବନସାଥୀ”
ଜଣାଶୁଣା ଅଭିନେତ୍ରୀ ଜିନା ସାମଲଙ୍କ ସ୍ଵୟଂବରକୁ ନେଇ ତରଙ୍ଗ ଟିଭିରେ ଆରମ୍ଭ ହେବାକୁ ଯାଉଛି ନୂଆ ରିଆଲିଟି ସୋ “ଜିନାର ଜୀବନସାଥୀ”  । ଏହି ଶୋ’ରେ ଜିନା ଏକ ସ୍ଵୟଂବର ମାଧ୍ୟମରେ ତାଙ୍କ ଜୀବନ ସାଥୀ ଖୋଜିବେ । ପ୍ରଥମଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଜଗତରେ ଏପରି ସ୍ୱୟଂବରର ଆୟୋଜନ କରୁଛି ଲୋକପ୍ରିୟ ଟିଭି ଚ୍ୟାନେଲ ତରଙ୍ଗ । ଏହାକୁ ନେଇ ସବୁଠି ବଡ ଚର୍ଚା... Read more