ଯାଣନ୍ତୁ ଟମାଟୋ ର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ସହ ଉତମ ସ୍ୱାସ୍ଥ୍ୟ ପାଇଁ ଟମାଟୋ ବେଶ୍ ସହାୟକ
ଟମୋଟୋ ଅତି ଆବଶ୍ୟକୀୟ ପାରିବା । ଅନେକ ଖାଦ୍ୟକୁ ସୁସ୍ଵାଦୁ କରିବାରେ ଏହାର ଭୂମିକା ଗୁରୁତ୍ବପୂର୍ଣ ।  ଏପରି କି ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଟମାଟୋରେ ଭିଟାମିନ-ସି, ଲାଇକୋପିନ୍, ଭିଟାମିନ ସହ ପୋଟାସିୟମର ମାତ୍ରା ଖୁବ୍ ଅଧିକ ଥାଏ ଯେଉଁଥିପାଇଁ ଏହା ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ହୀତକାରକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟମାଟୋ... Read more