ଡେଙ୍ଗୁ ରୋଗ ର ଆତଙ୍କ,  ଆସନ୍ତୁ ଜାଣିବା ଡେଙ୍ଗୁ ବିଷୟରେ କିଛି କଥା, ରୋଗର ଲକ୍ଷଣ ଓ ନିରାକରଣ
ବର୍ଷା ଋତୁରେ ସାଧାରଣତ ଡେଙ୍ଗୁ ରୋଗ ବ୍ୟାପିଥାଏ । ଏହା ଏକ ମରାତ୍ମକ ରୋଗ  ଓ ମଶାଙ୍କ ଭାଇରସରୁ ଡେଙ୍ଗୁରୋଗ ବ୍ୟାପିଥାଏ । ଅଳିଆ ଅବର୍ଜନା କିମ୍ବା ଖାଲ ସ୍ଥାନ ମାନଙ୍କରେ ଅପରିଷ୍କାର ପାଣି ଜମିବା ଦ୍ଵାରା ଏଥିରେ ମଶା ରୁହନ୍ତି ଓ ଡେଙ୍ଗୁ ରୋଗ ବ୍ୟାପେ । ଏହି ମଶା ସାଧାରଣତଃ ଦିନବେଳା କାମୁଡି ଥାନ୍ତି ।  ଆସନ୍ତୁ ଜାଣିବା ଡେଙ୍ଗୁ ବିଷୟରେ କିଛି କଥା, ରୋଗର ଲକ୍ଷଣ ଓ ନିରାକରଣ  । ଡେଙ୍ଗୁ... Read more