ଯାଣନ୍ତୁ କେତେରେ ନିଲାମ ହେଲା ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୁମ୍ବାଇ ସ୍ଥିତ ସଂପତ୍ତି
ଆଜି ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୁମ୍ବାଇରେ ଥିବା ସଂପତ୍ତି ନିଲାମ ହେଇଛି  । ଚର୍ଚ୍ଚଗେଟ୍ ଅଂଚଳରେ ଥିବା ଇଣ୍ଡିଆନ୍ ମର୍ଚ୍ଚାଂଟ୍ ଚାମ୍ବରରେ ଏହି ନିଲାମ ହେଇଛି । ମହାରାଷ୍ଟ୍ର ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଏହି ନିଲାମ କାର୍ଯ୍ୟ କରାଯାଇଛି । ଏହି ନିଲାମ ସଂପତ୍ତିକୁ ସେଫି ବୁରହାନୀ ଅପଲିଫ୍ଟମେଣ୍ଡ ଟ୍ରଷ୍ଟ(ଏସବିୟୁଟି) ପ୍ରାୟ ୧୧ କୋଟି ଟଙ୍କାରେ କିଣିଛି । ଏହି ସଂପତ୍ତିରେ  ରୌନକ ଅଫରୋଜ ହୋଟେଲ, ଶବନମ... Read more