ଦେବୀକା ଅରୁନ୍ଧତୀ ସାମଲ, ଖୁବ କମ ବୟସରୁ ଅଭିନୟ ଦୁନିଆଁରେ ସଫଳତା
ଦେବୀକା ଅରୁନ୍ଧତୀ ସାମଲ (ରାନୀ), ଖୁବ କମ ବୟସରୁ ଅଭିନୟ ଦୁନିଆଁରେ ନିଜର ଅଭିନୟର ଜାଦୁ ଦେଖାଇ ଖୁବ ସଫଳତା ହାସଲ କରିଛନ୍ତି । ତାଙ୍କର ବାପା ହିମାଂଶୁ ସାମଲ (ହେମି) ଯାତ୍ରା ଓ ଟେଲିଜଗତର ଜଣେ  ନାମୀ  ନିର୍ଦ୍ଦେଶକ  ଏବଂ ମାଆ ତିଳୋତ୍ତମା ଖୁଣ୍ଟିଆ  ଓଲିଉଡର ଜଣେ  ନାମୀ  ଚରିତ୍ର  ଅଭିନେତ୍ରୀ । ରାନୀ  ଶିଶୁ କଳାକାର  ଭାବେ  ବାପା  ହିମାଂଶୁ ସାମଲଙ୍କ  ନିର୍ଦ୍ଦେଶିତ  ତଥା  ଡିଡି୧ରେ  ପ୍ରସାରିତ  ମେଗାଧାରାବାହିକ... Read more