ଓଡିଆ ସାମାଜିକ, ସଂସ୍କୃତିକ କଥାବସ୍ତୁ ସମ୍ବଳିତ ଓଡ଼ିଆ ଚଳଚିତ୍ର “ଜଗନ୍ନାଥ ଧାମ ପୁରୀ” ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବ
ଓଡିଆ ସାମାଜିକ, ସଂସ୍କୃତିକ କଥାବସ୍ତୁ ସମ୍ବଳିତ ଓଡ଼ିଆ ଚଳଚିତ୍ର “ଜଗନ୍ନାଥ ଧାମ ପୁରୀ” ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବ । ଏହା ଏମ୍‌.ସି. ପ୍ରଡକସନ୍‌ର ପଞ୍ଚମ ଓଡ଼ିଆ ସିନେମା। ଏହି ସିନେମା ରେ ଓଡିଆ ଦର୍ଶକ ଓଡିଶା ସଂସ୍କୃତିର ନିଆରା ମଜା ଉଠେଇବେ ଏହି ସିନେମାରେ ମୁଖ୍ୟ ଭୂମିକାରେ ଦେବଦତ୍ତ ସାହୁ ଥିବା ବେଳେ ନାୟିକା ଚରିତ୍ର ନିଭାଇଛନ୍ତି ରିତିକା ରଥ। ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ବିଜୟ ମହାନ୍ତି, ଦେବୀ... Read more