ପର୍ଜ୍ୟଟକଙ୍କ ଆକର୍ଷଣ ପାଇଁ ନନ୍ଦନକାନନକୁ ଆସୁଛି ଦକ୍ଷିଣ ଆମେରିକା ଏଣ୍ଡୁଅ ଓ ନିଳଗିରି ହନୁ
ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଏଣିକି ପର୍ଜ୍ୟଟକଙ୍କୁ ଆକ୍ରୁଷ୍ଟ କରିବ ଦକ୍ଷିଣ ଆମେରିକା ଏଣ୍ଡୁଅ ଓ ନିଳଗିରି ହନୁ । ଆସନ୍ତା ୨୮ ତାରିଖ ମହାଷ୍ଟମୀ ସନ୍ଧ୍ୟାରେ ନନ୍ଦନକାନନ ପହଞ୍ଚିବେ ଏହି ପ୍ରାଣୀ । ଗତକାଲି ଚେନ୍ନାଇ ର ଏକ ଘରୋଇ ସଂସ୍ଥା ଠାରୁ ୮ଟି ଦକ୍ଷିଣ ଆମେରିକା ଏଣ୍ଡୁଅ କିଣାଯାଇଛି । ପୂର୍ବରୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ସରୀସୃପ ପାର୍କରେ ୪ଟି ନୀଳବର୍ଣ୍ଣ ଆମେରିକା ଏଣ୍ଡୁଅ ଥିଲେ । ହେଲେ... Read more
ନନ୍ଦନକାନନ ରେ ପୁରୁଷ ଜେବ୍ରାର ଆକସ୍ମିକ ମୃତ୍ୟୁ, ବଜ୍ରପାତରେ ମୃତ୍ୟୁ ଘଟିଥିବା ସନ୍ଦେହ
ଦିନକୁ ଦିନ ନନ୍ଦନକାନନରେ ପଶୁ ପକ୍ଷୀଙ୍କ ସଂଖ୍ୟା ବଢିବା ବଦଳରେ କମିବାକୁ ଲାଗିଛି । ବହୁ ବିରଳ ପଶୁପକ୍ଷୀ ଲୋପ ପାଇବାକୁ ଲାଗିଲେଣି । ଏହି ନିକଟରେ ଏକ ଧଳା ବାଘ ଓ ଭାଲୁର ମୃତ୍ୟୁ ଘଟିଥିବା ବେଳେ ପୁନଶ୍ଚ ଏହି ଘଟଣା ଦୋହରିଛି । ନନ୍ଦନକାନନ ରେ ଥିବା ଏକମାତ୍ର ପୁରୁଷ ଜେବ୍ରାର ଆକସ୍ମିକ ମୃତ୍ୟୁ ଘଟିଛି । ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଜେବ୍ରା ବଂଶ... Read more
ନନ୍ଦନକାନନରେ ଧଳା ବାଘୁଣୀ “କୁସୁମ” ର ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ଘଟିଛି
ନନ୍ଦନକାନନରେ ଧଳା ବାଘୁଣୀ “କୁସୁମ” ର ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ନନ୍ଦନକାନନର ବୟସ୍କା ଧଳା ବାଘୁଣୀ ‘କୁସୁମ’ (୧୮) କିଛିଦିନ ହେଲା ଅସୁସ୍ଥ ହୋଇପଡିଥିଲା । ବାର୍ଦ୍ଧକ୍ୟ କାରଣରୁ ଗତ ୧୧ ଦିନ ହେଲା ତାର ଅବସ୍ଥା ବିଗିଡ଼ିବାରେ ଲାଗିଥିଲା । ସେ ରହୁଥିବା ଧଳା ବାଘ ସଫାରିର ଫିଡିଂ ଚ୍ୟାମ୍ବରର ଗୋଟିଏ ସ୍ଥାନରେ ଶୋଇରହୁଥିଲା । ତେବେ ‘କୁସୁମ’ର... Read more