ଗାଜିଆବାଦ ଜେଲ୍‌ରୁ ମୁକୁଳିଲା ବେଳେ ପ୍ରାପ୍ୟ ନେବାକୁ ମନା କଲେ ତଲୱାର ଦମ୍ପତି
ବହୁ ଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡରେ ଦୋଷମୁକ୍ତ ହୋଇ ଜେଲ୍‌ରୁ ମୁକୁଳିଛନ୍ତି ତାଙ୍କ ବାପା ରାଜେଶ ତଲୱାର ଓ ମା’ ନୂପୁର ତଲୱାର ।  ଦୋଷୀ ସାବ୍ୟସ୍ତ ହେଇ ସଜା କଟୁଥିବା ବେଳେ ରାଜେଶ ବନ୍ଦୀ ମାନଙ୍କର ସ୍ୱାସ୍ଥ୍ୟ ସେବା କରୁଥିଲେ ଓ ମା’ ନୂପୁର ବନ୍ଦୀ କଏଦୀମାନଙ୍କୁ ପାଠ ପଢ଼ାଉ ଥିଲେ । ସେଥି ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ରାଜେଶ ଓ ନୂପୁରଙ୍କୁ ୪୯,୦୦୦ ଟଙ୍କା ସେବା... Read more
ବହୁଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ତଲୱାର ଦମ୍ପତ୍ତିଙ୍କ ଆବେଦନ ଉପରେ ଆଜି ଶୁଣାଣି
ନୋଏଡାର ବହୁଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ଆଜି (ଗୁରବାର) ଆହ୍ଲାବାଦ ହାଇକୋର୍ଟ ରାଜଶେ ତଲୱାଲ ଓ ନୂପୁର ତଲୱାରଙ୍କ ଆବେଦନ ଉପରେ ଶୁଣାଣି କରିପାରନ୍ତି । ତଲୱାର ଦମ୍ପତ୍ତି ଗାଜିଆବାଦ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ଏମାନେ ହାଇକୋର୍ଟରେ ଆବେଦନ କରିଥିଲେ ।  ଗାଜିଆବାଦସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତ ଆରୁଷି ହତ୍ୟାକାଣ୍ଡରେ ୨୦୧୩ ନଭେମ୍ବର ୨୬ରେ ଆରୁଷିଙ୍କ ପିତା ରାଜେଶ ଓ ମାତା ନୂପୁରଙ୍କୁ ଆଜୀବନ କାରାଦଣ୍ଡ... Read more