ପ୍ରଥମ ଥର ପାଇଁ ଓଲିଉଡ୍‍ର ଲୋକପ୍ରିୟ ୩ ହାସ୍ୟ ଅଭିନେତା ଙ୍କୁ, ଏକାଠି କରୁଚି ନୂଆ ଓଡିଆ ସିନେମା “କାବୁଲା ବାରବୁଲା”
ପ୍ରଥମ ଥର ପାଇଁ ଓଲିଉଡ୍‍ର ଲୋକପ୍ରିୟ ୩ ହାସ୍ୟ ଅଭିନେତାଙ୍କ ଜବରଦସ୍ତ କମେଡ଼ି ଆଣୂଛି ନୂଆ ଓଡିଆ ସିନେମା “କାବୁଲା ବାରବୁଲା” । ଆଜ୍ଞା ହଁ, କଥାଟି ଏକଦମ ସତ । ହରିହର ମହାପାତ୍ର, ପପୁ ପମ୍‌ପମ୍‌ ଓ ପ୍ରଜ୍ଞା ଖଟୁଆ ପ୍ରଥମ ଥର ପାଇଁ ସଂପ୍ରତି ସୁଟିଂ ଚାଲୁଥିବା ନୂଆ ସିନେମା ‘କାବୁଲା ବାରବୁଲା -ସର୍ଚ୍ଚିଂ ଫର୍‌ ଲୈଲା’ରେ । ଏହି ଫିଲ୍ମରେ ହରି, ପପୁ ଓ ପ୍ରଜ୍ଞାଙ୍କ... Read more
ବାବୁଶାନ ଓ ଶୀତଲ ଙ୍କ ନୂଆ ସିନେମା ସୁନା ପିଲା ଟିକେ ସ୍କ୍ରୁ ଢିଲା ଆଜି ପରଦା ଉପରକୁ ଆସୁଛି
ଏବର୍ଷର ବହୁପ୍ରତୀକ୍ଷିତ ସିନେମା “ସୁନା ପିଲା ଟିକେ ସ୍କ୍ରୁ ଢିଲା” ଆଜି ମୁକ୍ତିଲାଭ କରୁଛି। ବାବୁସାନ୍‌ ଫିଲ୍ମସ୍‌ ,ପ୍ରକାଶ ଆଣ୍ଡ୍‌ ଧୀରଜ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଏହି ଫିଲ୍ମ । ଏହି ସିନେମା ରେ ବାବୁଶାନ ମହାନ୍ତି ଓ ଶୀତଲ ପାତ୍ର ମୁଖ୍ୟ ଚରିତ୍ର ରେ ଅଛନ୍ତି । ବାବୁସାନ୍‌ ଓ ଶୀତଲ୍‌ଙ୍କ ଭଳି ଲୋକପ୍ରିୟ ଯୋଡ଼ିଙ୍କୁ ଏହାପୂର୍ବରୁ  ‘ଯିଏ ଯାହା କହୁ ମୋ’ର ଢ଼ୋ’,‘ଭଲପାଏ ତତେ ୧୦୦ରୁ... Read more
ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ ଙ୍କ ନୂଆ ଓଡ଼ିଆ ସିନେମା “ମୁଁ ଖାଣ୍ଟି ଓଡ଼ିଆ ଝିଅ”
ଓଡିଆ ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ ଏବେ ଏକ ନୂଆ ଓଡ଼ିଆ ସିନେମା “ମୁଁ ଖାଣ୍ଟି ଓଡ଼ିଆ ଝିଅ” ରେ କାମ କରୁଛନ୍ତି ଯେଉଁଥିରେ ତାଙ୍କୁ ମିଳିଛି ଜଣେ ଗୁୁପ୍‌ଚୁପ୍‌ ବିକାଳିର ଭୂମିକା । ସେହି ଅଞ୍ଚଳରେ ତାଙ୍କର ଗୁୁପ୍‌ଚୁପ୍‌  ଚୁଡ଼ା ଗୁୁପ୍‌ଚୁପ୍‌ ନାମରେ ଖୁବ୍‌ ଲୋକପ୍ରିୟ କାରଣ, ତାଙ୍କର ଚରିତ୍ର ନାମ ହେଉଛି ଚୂଡା । ହାସ୍ୟ ଅଭିନେତା ପପୁ ଅଭିନୟ ଛଡା ଏ ସିନେମା ର... Read more