ଆସନ୍ତା ୮ ତାରିଖରେ ମୁକ୍ତିଲାଭ କରିବ ଦୁଇଟି ଓଡିଆ ସିନେମା, ମୁଁ ଖାଣ୍ଟି ଓଡିଆ ଝିଅ ଓ ଭୈରବ
ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଦୁଇଟି ବହୁ ଚର୍ଚିତ ଓଡିଆ ସିନେମା ଆସନ୍ତା ୮ ତାରିଖରେ ପରଦା ଉପରକୁ ଆସୁଛି । ଏଥିମଧ୍ୟରୁ ଗୋଟିଏ ହେଲା ଏଲିନାଙ୍କ  ମୁଁ ଖାଣ୍ଟି ଓଡିଆ ଝିଅ ଓ ଅନ୍ୟଟି ପପୁ ପମ ପମଙ୍କ ଭୈରବ । ବହୁ ପ୍ରତୀକ୍ଷିତ ମୁଁ ଖାଣ୍ଟି ଓଡିଆ ଝିଅ ଫିଲ୍ମର ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ । ତାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ନବାଗତ ଅଭିନେତା ରଣବୀର।... Read more
“ସୁନା ପିଲା ଟିକେ ସ୍କ୍ରୁ ଢିଲା” ନୂଆ ଓଡିଆ ଛବି ର ମ୍ୟୁଜିକ ରିଲିଜ ହେଇଛି
ସୁନା ପିଲା ଟିକେ ସ୍କ୍ରୁ ଢିଲା ଏକ ମଜାଦାର କାହାଣୀ । ଏଥିରେ ବାବୁଶାନ, ଶୀତଲ ମୁଖ୍ୟ ଭୂମିକାରେ ଅଛନ୍ତି । ପିଣ୍ଟୁ ନନ୍ଦ, ପପୁ ପମ ପମ, ପ୍ରଜ୍ଞା, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସଲିଳ ମିତ୍ର ଆଦି ସହ କଳାକାର ଅଛନ୍ତି । ଏହି ସିନେମା ଟି ପ୍ରକାଶ ଆଣ୍ଡ ଧିରାଜ ଏନ୍ଟାରଟେନମେନ୍ଟ ଇନ ଆସୋସିଏସନ ୱୀଥ ବାବୁଶାନ ଫିଲ୍ମ୍ସ ବ୍ୟାନର ରେ... Read more