ଦେଶର ପ୍ରଥମ ଆୟୁର୍ବେଦ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କଲେ
ଦେଶରେ ପ୍ରଥମ ଆୟୁର୍ବେଦ ସଂସ୍ଥାନ ସ୍ଥାପନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ଏହି ପ୍ରଥମ ଅଖିଳଭାରତୀୟ ଆର୍ୟୁବେଦ ସଂସ୍ଥାନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ।  ଆୟୁର୍ବେଦ ଦିବସରେ ନୂଆଦିଲ୍ଲୀର ସରିତା ବିହାରଠାରେ ମୋଦି ଏହାର ଉଦଘାଟନ କରିଛନ୍ତି। ଏମ୍ସ ମାର୍ଗରେ ଅଖିଳଭାରତୀୟ ଆୟୁବେଦ ସଂସ୍ଥାନର ନିର୍ମାଣ କରାଯାଇଛି । ଏହି ଆୟୁର୍ବେଦ ସଂସ୍ଥାର ସ୍ଥାପନା ଆୟୁଷ ମନ୍ତ୍ରାଳୟ ଦ୍ୱାରା କରାଯାଇଛି। ଏହା ଆୟୁର୍ବେଦ ଓ... Read more
ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟର ଉଦଘାଟନ, ୨୦୨୩ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ
ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଜାପାନୀ ସମକକ୍ଷ ସିଞ୍ଜୋ ଆବେ ଅହମଦାବାରେ ଶିଳାନ୍ୟାସ କରିବେ । ଏଥିପାଇଁ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ସ୍ୱାଗତ କରିବା ପାଇଁ ଗାନ୍ଧିନଗରରେ... Read more
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସୂଚନା ମିଳିଛି ।  ଆଜି ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ମଧ୍ୟାହ୍ନ ୧୨ଟା ୩୦ରେ ହେବ ଦ୍ୱିପାକ୍ଷିକ ଆଲୋଚନା । ସିକିମ ସେକ୍ଟରରେ ଡୋକଲାମ ପ୍ରସଙ୍ଗକୁ ନେଇ ୭୩ ଧରି ଅସ୍ଥିରତା ଲାଗିରହିବା ଏବଂ ସମାଧାନ ହେବା ପରେ ଏହି ଆଲୋଚନା ହେଉଛି। ଡୋକଲାମରୁ ସେନା ପ୍ରତ୍ୟାହାର ହେବା ପରେ ଭାରତର... Read more
ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କାଲାମ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ମାରକର ଊଦଘାଟନ କଲେ
ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କାଲାମ ଙ୍କ ଆଜି ପବିତ୍ର ତିରୋଧାନ ଦିବସ ପାଳନ କରାଯାଉଛି । ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାମିଲନାଡ଼ୁର ରାମେଶ୍ୱରମ୍‌ରେ ଅବଦୁଲ କଲାମଙ୍କ ସ୍ମାରକୀକୁ ଉଦ୍ଘାଟନ କରିଛନ୍ତି । ଡା.ଏ.ପି.ଜେ ଅବଦୁଲ କାଲାମ ସ୍ମାରକର ଡିଜାଇନ୍ ଓ ଏହାର ନିର୍ମାଣ ରକ୍ଷା ଅନୁସନ୍ଧାନପ ଓ ବିକାଶ ସଂଗଠନ (ଡିଆରଡ଼ିଓ) କରିଛି । ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ଏହି ସ୍ମାରକୀ ନିର୍ମାଣ... Read more
ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କର ଆଜି ହେଉଛି ଶେଷ କାର୍ଯ୍ୟ ଦିବସ
ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କର ଆଜି ହେଉଛି ଶେଷ କାର୍ଯ୍ୟ ଦିବସ। ଗତକାଲି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏନେଇ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସ୍ୱତନ୍ତ୍ର ଉତ୍ସବର ଆୟେଜନ କରାଯାଇଥିଲା। ଉପରାଷ୍ଟ୍ରପତି ହମିଦ୍ ଅନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡଭାନି, ଅନ୍ୟାନ୍ୟ ଦଳର ନେତା... Read more
ବରିଷ୍ଠ ନାଗରିକମାନଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବରିଷ୍ଠ ନାଗରିକଙ୍କ ନିମନ୍ତେ ନୂଆ ପେନସନ ଯୋଜନା ‘ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନା’ ବିଷୟରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଯୋଜନାର ଲାଭ ୬୦ ବର୍ଷ ବୟସ ହୋଇସାରିଥିବା ଲୋକମାନଙ୍କୁ ମିଳିବ । ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଦେଢ଼ ଲକ୍ଷ ଟଙ୍କାର ସର୍ବନିମ୍ନ ପ୍ରାରମ୍ଭିକ ରାଶି ପ୍ରଦାନ କଲେ ମାସକୁ ୧୦୦୦ ଟଙ୍କାର ପେନସନ ରୂପେ ମିଳିବ।... Read more
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି – ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସବୁ ବ୍ୟବସାୟୀ ଜିଏସଟି ପଞ୍ଜୀକରଣ କରିବା ଜରୁରୀ
ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ସବୁ ବ୍ୟବସାୟୀ ଜିଏସଟି ପଞ୍ଜୀକରଣ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟ ଶାସନ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି । ଡିଜିଟାଲ ଭିତ୍ତିକ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମ ପ୍ରଗତି ଜରିଆରେ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମହାରାଷ୍ଟ୍ର ,କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, ତ୍ତରପ୍ରଦେଶ, ଉତ୍ତରାଖଣ୍ଡ,ହିମାଚଳ ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ଏହି... Read more