ସମୁଦ୍ରକୁ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ବାୟୋମେଟ୍ରିକ୍‌ ପରିଚୟପତ୍ର ବାଧ୍ୟତାମୂଳକ
ଏବେ ସମୁଦ୍ରକୁ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ଓ୍ଵାଟର୍‌ ପ୍ରୁଫ୍‌ ବାୟୋମେଟ୍ରିକ୍‌ ପରିଚୟପତ୍ର ବାଧ୍ୟତାମୂଳକ । ଏଥିପାଇଁ ୩,୪୬,୯୪୮ ଜଣ ମତ୍ସ୍ୟଜୀବୀଙ୍କୁ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟ ଚଳିତ ମାସ ସୁଦ୍ଧା ଶେଷ କରାଯିବ ବୋଲି ପ୍ରକାଶ । ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ରାଜ୍ୟସ୍ତରୀୟ ତଟ ସୁରକ୍ଷା ସମନ୍ଵୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ... Read more