ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା
ପୁରୀ ସମୁଦ୍ରକୁ ବହୁ ପର୍ଯ୍ୟଟକ ପରିଦର୍ଶନରେ  ଆସନ୍ତି । ସମୁଦ୍ରରେ ସ୍ନାନ ବେଳେ ବହୁଲୋକ ଜୀବନ ହାରୁଛନ୍ତି । ସେଥିପାଇଁ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ରକ୍ଷାପାଇଁ ପୁରୀ ସମୁଦ୍ରରେ ଆରମ୍ଭ ହେଇଛି ଜୀବନ ରକ୍ଷକ ଜେଟ୍‌ସ୍କି ବ୍ୟବସ୍ଥା । ଆଜି ଠାରୁ ଏହା ପୁରୀ ସମୁଦ୍ରରେ କାମ କରିବା ଆରମ୍ଭ କରିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ବ୍ୟବସ୍ଥା କରାଯାଇଛି । ଜୀବନ ରକ୍ଷକ ଜେଟ୍‌ସ୍କି ଫଳରେ ସମୁଦ୍ର ସ୍ନାନ ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ଅଗ୍ନିଶମ ସେବା... Read more