ବରଗଡ଼ ଧନୁଯାତ୍ରାର କଂସ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ ହେଲା, ଯାଣନ୍ତୁ କିଏ ପାଇଲେ ଏ ପଦବୀ
ଆସନ୍ତା ଡିସେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରା କଂସ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ ହେଲା । ସମସ୍ତ ଆଶାୟୀଙ୍କୁ ପଛରେ ପକାଇ କଂସ ଭୂମିକା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ମଂଚ ଅଭିନେତା ଭୁବନେଶ୍ୱର ପ୍ରଧାନ । ଖାଲି ଯାତ୍ରା ଦିନକୁ ଅପେକ୍ଷା, କେତେବେଳେ ମଂଚକୁ ଓହ୍ଲାଇବେ ବରଗଡ଼ର ନୂଆ କଂସ । ପ୍ରଥମଥର ପାଇଁ ବିଶ୍ୱର ସବୁଠୁ ବଡ଼ ଖୋଲାମଂଚରେ... Read more