ଖାଦ୍ୟରେ ସ୍ଵାଦ ବୃଦ୍ଧି କରିପାରୁଥିବା ଏହି ପତ୍ର ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିପାରେ
ଭୃଷଙ୍ଗ ପତ୍ର ଭାରତର ପ୍ରାୟ ସବୁ ରୋଷେଇ ଘରେ ଏକ ଚିହ୍ନା ପରିଚିତ ନାମ । ତରକାରୀରେ ଛୁଙ୍କ ଦେବା ପାଇଁ ହେଉ କି ଚଟଣିକୁ ଅଧିକ ସ୍ଵାଦିଷ୍ଟ କରିବା ପାଇଁ ହେଉ ଭୃଷଙ୍ଗ ପତ୍ର ବ୍ୟବହାର ହେଇଥାଏ । ଭୃଷଙ୍ଗ ପତ୍ରର ଅନେକ ଔଷଧୀୟ ଗୁଣ ଥାଏ ବୋଲି ଆମେ ସମସ୍ତେ ଜାଣିଛେ । ମାତ୍ର ଏହା ଆମ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିପାରେ । ବିଶ୍ଵାସ... Read more