ଆସନ୍ତୁ ଜାଣିବା ଯୋଗ ର ଆବଶ୍ୟକତା ଓ ଏହାର କିଛି ଶାରୀରିକ ଉପକାର ସମ୍ବନ୍ଧରେ
ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଶାରୀରିକ ବ୍ୟାୟାମ କି ଯୋଗ କରିବା ଉଚିତ। ଏହା ଉଭୟ ମନ ଓ ଶରୀର କୁ ସୁସ୍ଥ ରଖିବାରେ ସହାୟ ହୁଏ । କେତେକ ମନେ କରନ୍ତି ଯେ ଏକଘଣ୍ଟାରୁ କମ୍ ସମୟ... Read more