ପ୍ରଶାଦିନୀ ଏନ୍ଟରଟେନମେନ୍ଟର ତୃତୀୟ ଅବଦାନ “କର୍ତ୍ତବ୍ୟ”, ଏକ ସଂପୂର୍ଣ୍ଣ ବାସ୍ତବଧର୍ମୀ ଚଳଚିତ୍ର
ପ୍ରଶାଦିନୀ ଏନ୍ଟରଟେନମେନ୍ଟର ତୃତୀୟ ଅବଦାନ କର୍ତ୍ତବ୍ୟ । ଯାହା ଏକ ସଂପୂର୍ଣ୍ଣ ବାସ୍ତବଧର୍ମୀ ଚଳଚିତ୍ର । ଏହି ଚଳଚିତ୍ରର କାହାଣୀ ମାଧ୍ୟମରେ ସମାଜରେ ଥିବା ବାସ୍ତବତାକୁ ଦର୍ଶାଯାଇଛି । ଏହି ଚଳଚିତ୍ରରେ କିଭଳି ଜଣେ କର୍ତ୍ତବ୍ୟଧର୍ମୀ ବିଦ୍ୟାଳୟ ଶିକ୍ଷକ ନିଜର କର୍ତ୍ତବ୍ୟର ସଚ୍ଚୋଟତା ଫଳରେ ସମାଜର ବିଭିର୍ଣ୍ଣ ବର୍ଗର ଲୋକଙ୍କ ଦ୍ଵାରା ପ୍ରତାରିତ ଓ ନିଷ୍ପେଷିତ ହୋଇଛନ୍ତି ତାହା ଜନସାଧାରଣଙ୍କୁ ଜଣାଇବା ପାଇଁ ପ୍ରଚେଷ୍ଟା କରାଯାଇଅଛି । ବିଦ୍ୟାଳୟର ଶିକ୍ଷକଙ୍କ... Read more