ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍
ରସଗୋଲା ର ଶୀତଳ ଯୁଦ୍ଧରେ ବାଜିମାତ୍ କରିଛି ପଶ୍ଚିମବଙ୍ଗ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅନେକ ଦିନ ଧରି ଚାଲିଥିବା ରସଗୋଲା ଯୁଦ୍ଧରେ ଶେଷରେ ହାରିଗଲା ଓଡ଼ିଶା ଏବୋଂ ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍ । ପଶ୍ଚମବଙ୍ଗକୁ ରସଗୋଲା ଭୈଗୋଳିକ ପରିଚୟ ପ୍ରମାଣ ପତ୍ର ମିଳିବା ପରେ ଓଡ଼ିଶାବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ରସଗୋଲା ୬୦୦ ବର୍ଷ ତଳୁ ଓଡ଼ିଶାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାର କହିଥିଲେ... Read more