ଓଡିଆ ଅଭିନେତ୍ରୀ ରିୟା ଦେ ଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଇନ୍ୟୁଜଓଡିଆ ର ପୁରା ଟିମ ତରଫରୁ ଓଡିଆ ଅଭିନେତ୍ରୀ ରିୟା ଦେ ଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ତାଙ୍କ ଜୀବନ ସୁଖ ସମୃଦ୍ଧିରେ ପୁରିଉଠୁ । ପ୍ରେମ ଅଢେଇ ଅକ୍ଷରରୁ ନିଜ ଚଳଚିତ୍ର ଜୀବନ ଯାତ୍ରା ଆରମ୍ଭ କରିଥିବା ଏହି ଲୋକପ୍ରିୟ ନାୟିକା ଜଣକ ଆଜି ପର୍ଯ୍ୟନ୍ତ ଅନେକ ସିନେମାରେ ଅହିନୟ କରିସାରିଲେଣି । ବାବୁଶାନ, ସିଦ୍ଧାନ୍ତ, ଅମ୍ଳାନ, ଅରିନ୍ଦମ ଓ... Read more