ବକ୍ରତୁଣ୍ଡ କ୍ରିଏସନସ ବ୍ୟାନରର ଚଳଚିତ୍ର “ଏମିତି ବି ହେଇପାରେ” ୧୭ ସେପ୍ଟେମ୍ବର ରେ ମୁକ୍ତିଲାଭ କରିବ
ବକ୍ରତୁଣ୍ଡ କ୍ରିଏସନସ ବ୍ୟାନରର ଚଳଚିତ୍ର “ଏମିତି ବି ହେଇପାରେ” ଆସନ୍ତା ୧୭ ସେପ୍ଟେମ୍ବର ରେ ମୁକ୍ତିଲାଭ କରିବ । ରବି ନାରାୟଣ ଦାସ ଏହାର ପ୍ରଯୋଜନା କରିଥିବା ବେଳେ ଚିତ୍ରନାଟ୍ୟ ଲେଖିବା ସହ ନିର୍ଦେଶନା ଦେଇଛନ୍ତି ରାଜୀବ ମହାନ୍ତି । କାହାଣୀ ଲେଖିଛନ୍ତି ଚିନ୍ମୟୀ ମହାନ୍ତି ଓ ସଂଗୀତ ନିର୍ଦେଶନା ରେ ଅଛନ୍ତି ବୈଦ୍ୟନାଥ ଦାଶ । ପ୍ରେମ ଆଧାରିତ ଏହି ସିନେମାରେ ଉଭୟ ନାୟକ ନାୟିକା ଙ୍କ... Read more
ସମସ୍ତ ନୂଆ କଳାକାରଙ୍କୁ ନେଇ ନିର୍ଦେଶକ ରାଜୀବ ମହାନ୍ତିଙ୍କ ନୂତନ ପ୍ରଚେଷ୍ଟା – ଏମିତି ବି ହେଇପାରେ
ସମସ୍ତ ନୂଆ କଳାକାରଙ୍କୁ ନେଇ ନିର୍ଦେଶକ ରାଜୀବ ମହାନ୍ତିଙ୍କ ନୂତନ ପ୍ରଚେଷ୍ଟା – ଓଡିଆ ସିନେମା ଏମିତି ବି ହେଇପାରେ ।  ଏଥିରେ ସବୁ କଳାକାର ଓଡିଆ ସିନେମା ଜଗତ ପାଇଁ ସଂପୂର୍ଣ୍ଣ ଭାବେ ନୂଆ ଅଟନ୍ତି । ନାୟକ ଭୂମିକାରେ ନବାଗତ ଶଶିକାନ୍ତ ଓ ନାୟିକା ଭାବେ ରୂପାଲି  ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆଗାମୀ ସେପ୍ଟେମ୍ବର ୧୫ ରେ “ଏମିତି ବି ହେଇପାରେ” ପରଦା ଉପରକୁ... Read more