ଆଜି ପରଦାରେ ସୁଧାକର ବସନ୍ତ ଙ୍କ ଓଡିଆ ସିନେମା ରୋମିଓ ଜୁଲିଏଟ
ନିର୍ଦେଶକ ସୁଧାକର ବସନ୍ତ ଙ୍କ ବହୁ ପ୍ରତିଖିତ ନୂଆ ଓଡିଆ ସିନେମା ରୋମିଓ ଜୁଲିଏଟ ଆଜି ପରଦାରେ । ଦର୍ଶକଙ୍କୁ ସବୁବେଳେ ନୂଆ ନୂଆ ସିନେମା ଭେଟି ଦଉଥିବା ସୁଧାକର ବସନ୍ତ ଙ୍କ ତତ୍ବାବଧାନ ରେ ଏହି ସିନେମା ଟି ସମପର୍ଣ୍ଣ ହେଇଛି । ଏମ ଆର ମୁବୀଜ ବ୍ଯାନ୍ନର ରେ ଆସିଥିବା ଏହି ସିନେମା ରମେଶ ବାରିକ ଙ୍କ ଦ୍ଵାରା ପ୍ରୋଯୋଜିତ । ବର୍ଷା ଓ ଅରିନ୍ଦମ... Read more