ପବିତ୍ର ବିଶ୍ଵକର୍ମା ପୂଜା ମହଲକୁ ସରଗରମ କରିବାକୁ ଓଡିଆ ସିନେମା “ବଦମାସ ଟୋକା” ଆସୁଛି
ଆଗକୁ ଆସୁଛି ପବିତ୍ର ବିଶ୍ଵକର୍ମା ପୂଜା । ପୂଜା ମହଲକୁ ସରଗରମ କରିବାକୁ ଓଡିଆ ସିନେମା ଜଗତ ଆଗରୁ ପ୍ରସ୍ତୁତ କରି ରଖିଛି । ଓଡିଆ ସିନେମା ବଦମାସ ଟୋକା ୧୫ ସେପ୍ଟେମ୍ବର ରେ ପରଦା ଉପରକୁ ଆସୁଛି । ଟିମ ର ସମସ୍ତ କର୍ମକର୍ତା ଏଥିପାଇଁ ନିଜ ନିଜର ପ୍ରସ୍ତୁତି ଚଳେଇଛନ୍ତି । ନିକଟରେ ଏହି ଛବିର ପ୍ରେସ ରିଲିଜ ଓ ଅଡିଓ ରିଲିଜ ମଧ୍ୟ ସରିଛି... Read more
ଏସ କେ ଏନ୍ଟରଟେନମେନ୍ଟର ପ୍ରଥମ ଚଳଚିତ୍ର “ବଦମାସ ଟୋକା” ର ଶୁଟିଙ୍ଗ କାର୍ଯ୍ୟ ଶେଷ ହେଇଛି
ବଦମାସ ଟୋକା ବିଷୟରେ: ଏସ କେ ଏନ୍ଟରଟେନମେନ୍ଟର ପ୍ରଥମ ଚଳଚିତ୍ର “ବଦମାସ ଟୋକା” ର ନିକଟରେ ଶୁଟିଙ୍ଗ କାର୍ଯ୍ୟ ଶେଷ ହେଇ ପୋଷ୍ଟ-ପ୍ରଡକସନ କାମ ଜୋରସୋରରେ ଚାଲୁରହିଛି ।  ଏହି ଚଳଚିତ୍ରରେ ଦର୍ଶକ ମାନଙ୍କ ପାଇଁ ପ୍ରେମ, ପରିବାର, ଏକଶନ, ଡ୍ରାମା ଓ କମେଡୀ କୁ ଆଖି ଆଗରେ ରଖି ଏକ ଭଲ ଚଳଚିତ୍ର ନିର୍ମାଣ କରାଯାଇଛି । ଆଗାମୀ ସପ୍ତାହରେ ଏହା ବଡ ପରଦାକୁ ଆସିବା ବୋଲି ପ୍ରଯୋଜନା ସଂସ୍ଥା... Read more
ଓଡିଆ ନୂଆ କଳାକାର ଶିବା ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଓଡିଆ କଳାକାର ଶିବା ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା  । ଇନିଉଜଓଡିଆ ର ପୁରା ଟୀମ ତରଫରୁ ଅନେକ ଅନେକ ଅଭିନନ୍ଦନ। ତାଙ୍କର ଆଗାମୀ ଚଲାପଥ କୁସୁମିତ ହଉ । ଶିବା ଏକ ନୂଆ ସିନେମା ବଦମାସ ଟୋକା ଦ୍ଵାରା ଓଲିଉଡ ଦୁନିଆ କୁ ପାଦ ଥାପୁଛନ୍ତି । ଲୋକପ୍ରିୟ ବଙ୍ଗାଳୀ ଅଭିନେତ୍ରୀ ମାଳବିକା ବନେର୍ଜୀ ଏଥିରେ ତାଙ୍କ ନାୟିକା ସାଜିଛନ୍ତି । ଉଦୟନ ଅପରାଜିତ ମଧ୍ୟ ଏଥିରେ... Read more