ହର ରଥ – ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ଯୋଗୀରେ ମୁଖ୍ୟ ଭୂମିକାରେ ଆସୁଛନ୍ତି
ହର ରଥ, ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ଯୋଗୀରେ ମୁଖ୍ୟ ଭୂମିକାରେ ଆସୁଛନ୍ତି । ଏହି ଫିଲ୍ମରେ ଜଣେ  ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର  ଆସିବେ ବୋଲି  କୁହାଯାଉଛି । ଯୋଗୀର  ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ  ଦେଉଛନ୍ତି “ଆଣ୍ଟି  ନମସ୍କାର” ଫେମ୍‌  ନିର୍ଦ୍ଦେଶକ ନିରଞ୍ଜନ  ବେହେରା । ଏହାର କାହାଣୀ ଲେଖିଛନ୍ତି  ଛବିତା ମାର୍ଥା ଓ ସଂଳାପ  ରଚନା କରିଛନ୍ତି ଡ଼.ରଜନୀରଞ୍ଜନ । ଦୀପକ କୁମାର ଏହାର ସଙ୍ଗୀତ... Read more