କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଓ କଲେଜରେ ପାଠ ପଢାଉଥିବା ଅଧ୍ୟାପକଙ୍କ ଦରମା ବୃଦ୍ଧି
କେନ୍ଦ୍ର ସରକାର କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଓ କଲେଜରେ ପାଠ ପଢାଉଥିବା ଅଧ୍ୟାପକଙ୍କ ପାଇଁ ବେତନ ୧୦,୪୦୦ ରୁ  ୪୯, ୮୦୦ ଟଙ୍କା କୁ ବୃଦ୍ଧି ଘଟିଛି। ସପ୍ତମ ବେତନ ଲାଗୁ ନେଇ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି । ବୁଧବାର କ୍ୟାବିନେଟ୍ ବୈଠକରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ସପ୍ତମ ବେତନ ଆୟୋଗଙ୍କ ସୁପାରିଶକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସପ୍ତମ... Read more