ସମ୍ବିତ ଆଚାର୍ଯ୍ୟ ଓ ଅଙ୍କିତାଙ୍କ ଜବରଦସ୍ତ ପ୍ରେମ କାହାଣୀ – ମନ ଖାଲି ତତେ ଚାହେଁ
ଓଡିଆ ଆଲବମ ଜଗତରୁ ଯାତ୍ରା ଆରାମ୍ଭ କରିଥିବା ସମ୍ବିତ ଆଚାର୍ଯ୍ୟ, ବର୍ତ୍ତମାନ ଓଲିଉଡର ଜଣେ ବହୁ ଜଣାଶୁଣା ନାୟକ  । ଅଙ୍କିତା ନୂଆ ହେଲେ ମଧ୍ୟ ଦର୍ଶକଙ୍କ ନିକଟରେ ବେଶ ପରିଚିତ ।  ଦର୍ଶକେ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇବେ, ତାହା ହେଲା “ମନ ଖାଲି ତତେ ଚାହେଁ” । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା । ଏହି... Read more