ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ୩ ଲକ୍ଷ ଭାରତୀୟ ଯୁବକ ଯୁବତୀ ଜାପାନ ଯିବେ
ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ତାଲିମ ନେବା ନିମିନ୍ତ ପ୍ରାୟ ୩ ଲକ୍ଷ ଯୁବକ ଯୁବତୀ ଜାପାନ ଯିବେ  । ୩ରୁ ୫ ବର୍ଷ ଭିତରେ ଅନ୍ ଜବ୍ ଟ୍ରେନିଂ ନେବାକୁ ୩ ଲକ୍ଷ ଯୁବକ ଯୁବତୀଙ୍କୁ ଜାପାନ ପଠାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତୀୟ ଯୁବବର୍ଗଙ୍କ ଦକ୍ଷତା ବିକାଶ ତାଲିମ ପାଇଁ ସମସ୍ତ ଖର୍ଚ୍ଚ ଜାପାନ ସରକାର ବହନ କରିବେ ବୋଲି... Read more