ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ନିମନ୍ତେ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା
ଗୁରଗାଓଁ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ଷ୍ଟାଣ୍ଡାର୍ଡ଼ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ( ୭ବର୍ଷ) ଙ୍କ ହତ୍ୟା ଘଟଣା ପରଠାରୁ ସ୍କୁଲ ପ୍ରତି ଅଭିଭାବକ ମାନଙ୍କର ଚିନ୍ତା ବଢି ଯାଇଛି । ସେମାନଙ୍କ ମନରେ ପ୍ରତିଟି ମୁହୂର୍ତରେ ଶିଶୁମାନଙ୍କର ସୁରକ୍ଷାକୁ ନେଇ ଆଶଙ୍କା ଉପୁଜୁଛି । ଏଥିପାଇଁ ସେମାନେ ସ୍କୁଲ ପ୍ରଶାସନକୁ ଦାୟୀ କରିଛନ୍ତି । ଏହି ଘଟଣା ଉପରେ ପଦକ୍ଷେପ ନେଇ ଗତ ୧୩ ତାରିଖ ଦିନ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା... Read more