ଓକିଲମାନଙ୍କୁ ବରିଷ୍ଠ ପାହ୍ୟା ଦିଆ ଯିବାକୁ ନେଇ ସୁପ୍ରିମ କୋର୍ଟର ନୂଆ ନିୟମ
ଓକିଲମାନଙ୍କୁ ବରିଷ୍ଠ ପାହ୍ୟା ଦିଆ ଯିବାକୁ ନେଇ ସୁପ୍ରିମ କୋର୍ଟରେ ଏକ ସ୍ଥାୟୀ କମିଟି ଗଠନ କରାଯିବ ବୋଲି ଗୁରୁବାର ଦିନ ବିଚାର ହେଇଛି । ଏହି ସ୍ଥାୟୀ କମିଟିଟି ଭାରତର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠନ କରାଯିବ । ଏଥିରେ ପାଞ୍ଚ-ଜଣିଆ ସଦସ୍ୟ ବିଶିଷ୍ଟ କମିଟି ସୁପ୍ରିମ୍‌ କୋର୍ଟ ଏବଂ ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ଏବଂ ସମ୍ପୃକ୍ତ ବାର୍‌ର ଜଣେ ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରାଯିବ ।... Read more