ଓଡିଆ କଳାକାର ସୋହମ ସିଂ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଓଡିଆ କଳାକାର ସୋହମ ସିଂ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା  । ଇନିଉଜଓଡିଆ ର ପୁରା ଟୀମ ତରଫରୁ ଅନେକ ଅନେକ ଅଭିନନ୍ଦନ। ତାଙ୍କର ଆଗାମୀ ଚଲାପଥ କୁସୁମିତ ହଉ । ସୋହମ ସିଂ ଏକ ନୂଆ ସିନେମା ଅଜାତଶତ୍ରୁ ଦ୍ଵାରା ଓଲିଉଡ ଦୁନିଆ କୁ ପଦ ଥାପୁଛନ୍ତି । ଏହି ଛବି କୁ ସେ ମଧ୍ୟ ପ୍ରଯୋଜନା କରୁଛନ୍ତି । ଲୋକପ୍ରିୟ... Read more
ମୁକ୍ତି ପ୍ରତୀକ୍ଷା ରେ ଦେବଯାନୀ ଓ ସୋହମ ସିଂ ଙ୍କ ଓଡିଆ ସିନେମା “ଅଜାତ ଶତ୍ରୁ”
ମୁକ୍ତି ପ୍ରତୀକ୍ଷା ରେ ଦେବଯାନୀ ଓ ସୋହମ ସିଂ ଙ୍କ ଓଡିଆ ସିନେମା “ଅଜାତ ଶତ୍ରୁ” । ସୋହମ୍‌ ଏହି ଓଡ଼ିଆ ସିନେମାରେ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମରେ ପ୍ରଯୋଜକ ମଧ୍ୟ ନିଜେ ସୋହମ୍‌ ସିଂ। ଏହା ଏକ ଆକ୍‌ସନ୍‌ ପ୍ୟାକ୍‌ଡ୍‌ ଲଭ୍‌ଷ୍ଟୋରି, ଏଥିରେ ତାଙ୍କ ଅଭିନୀତ ଭୂମିକାରେ ନାଆଁ ହେଲା ରାଜ୍‌। ଏହି ଛବିରେ ସୋହମଙ୍କ ଆପୋଜିଟ୍‌ରେ ନଜର ଆସିବେ ଦେବ୍‌ଯାନୀ । ଦେବଯାନୀ ଙ୍କ ଚରିତ୍ର ମଧ୍ୟ... Read more