ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ହୋଇପାରେ ବ୍ରେନ କ୍ୟାନସର
ଡିଜିଟାଲ ହେବାରେ ଲାଗିଛି ଦୁନିଆ ଓ ତା ସହିତ ପାଦ ମିଶାଉଛନ୍ତି ମଣିଷମାନେ । ଯୁଆଡେ ଚାହିଁଲେ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରୁଛନ୍ତି ସ୍ମାର୍ଟଫୋନ । ଏହା ଶରୀର ପାଇଁ କ୍ଷତିକାରକ ଜାଣିଥିଲେ ସୁଦ୍ଧା କଥାଟିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ଆଜିକାଲିର ଯୁବପିଢୀ । କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ , ଆଜିର ଯୁବପିଢୀ ପୂରାପୁରି ଭାବେ... Read more