ଓଡିଆ ଚଳଚ୍ଚିତ୍ର ଜଗତର ବହୁଚର୍ଚ୍ଚିତ କଳାକାର ଓ ନିର୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକ ଙ୍କ ଆଜି ଜନ୍ମ ଜୟନ୍ତି
ଓଡିଆ ଚଳଚ୍ଚିତ୍ର ଜଗତର ବହୁଚର୍ଚ୍ଚିତ କଳାକାର ଓ ନିର୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକ ଙ୍କ ଆଜି ଜନ୍ମ ଜୟନ୍ତି । ନିଜର ଅଦ୍ଭୁତ କାର୍ଯ୍ୟ ଶୈଳୀ ଦ୍ଵାରା ସେ ସିନେମା ଜଗତରେ ଏକ ଅଭୂଲା ସ୍ମୃତି ପାଳତିଯାଇଛନ୍ତି । ଅନୁଭବ, ସବ୍ୟସାଚୀ ଙ୍କ ଭଳି ବହୁ ଓଡିଆ କଳାକାରଙ୍କୁ ନିଜ ହାତରେ ଗଢିଥିଲେ ଏହି ମହାନ ପୁରୁଷ । ସେ ଏକାଧାରାରେ ଜଣେ ନାୟକ, ନିର୍ଦେଶକ ଓ ଲେଖକ... Read more