ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚିତ୍ର
ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚିତ୍ର “ଯୋଗୀ” । ରେଞ୍ଜରୟାଲ୍‌ ସିନେଲ୍ୟାବ୍‌ ବ୍ୟାନର୍‌ର ଦ୍ୱିତୀୟ ଛବି ଯୋଗୀ ର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଓ ନିର୍ଦ୍ଦେଶନା ଦେଉଛନ୍ତି ନିରଞ୍ଜନ ବେହେରା । ସଂଳାପ ଦାୟିତ୍ୱ ଡକ୍ଟର ରଜନୀ ରଞ୍ଜନ ତୁଲାଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର । ଯୋଗୀ ରେ ଆପଣ ଏକ ନୂଆ... Read more
ହର ରଥ – ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ଯୋଗୀରେ ମୁଖ୍ୟ ଭୂମିକାରେ ଆସୁଛନ୍ତି
ହର ରଥ, ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ଯୋଗୀରେ ମୁଖ୍ୟ ଭୂମିକାରେ ଆସୁଛନ୍ତି । ଏହି ଫିଲ୍ମରେ ଜଣେ  ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର  ଆସିବେ ବୋଲି  କୁହାଯାଉଛି । ଯୋଗୀର  ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ  ଦେଉଛନ୍ତି “ଆଣ୍ଟି  ନମସ୍କାର” ଫେମ୍‌  ନିର୍ଦ୍ଦେଶକ ନିରଞ୍ଜନ  ବେହେରା । ଏହାର କାହାଣୀ ଲେଖିଛନ୍ତି  ଛବିତା ମାର୍ଥା ଓ ସଂଳାପ  ରଚନା କରିଛନ୍ତି ଡ଼.ରଜନୀରଞ୍ଜନ । ଦୀପକ କୁମାର ଏହାର ସଙ୍ଗୀତ... Read more