ଆସନ୍ତୁ ଜାଣିବା କିଛି ଘରୋଇ ଚିକିସ୍ଛା, ହେଙ୍ଗୁ ର କିଛି ଦରକାରୀ ଔଷଧୀୟ ଗୁଣ ସଂପର୍କରେ
ହେଙ୍ଗୁକୁ ସାଧରଣତଃ ଭାରତୀୟ ଗୃହିଣୀମାନେ ରୋଷେଇ ଘରେ ଅଧିକାଂଶ ସମୟରେ ବ୍ୟବହାର କରିଥାନ୍ତି । ମାତ୍ର ମସଲାଭାବେ ବ୍ୟବହାର କରାଯାଉଥିବା ଏହି ହେଙ୍ଗୁରେ ନାନା ପ୍ରକାରର ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହାକୁ ବିଭିନ୍ନ ରୋଗରୁ ଉପଶମ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଦରକାରୀ ଔଷଧୀୟ ଗୁଣ ସଂପର୍କରେ । • ଅରୁଚି ତଥା ଗ୍ୟାସ ଜନିତ ସମସ୍ୟାରୁ... Read more